ଗୋଟିଏ ପରିବାରର ୨୫ ଜଣ ଭାଇରସ୍‌ ଆକ୍ରାନ୍ତ:ମହାରାଷ୍ଟ୍ରର ସର୍ବକନିଷ୍ଠ କୋଭିଡ୍‌-୧୯ ରୋଗୀ ୭ ମାସର ଶିଶୁ

ପୁନେ: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାରେ ପୁଣି ଜଣେ ୨ ବର୍ଷର ଶିଶୁ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛି। ଏଥିସହ ସାଙ୍ଗ୍‌ଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ତେବେ ଏହି ସମସ୍ତ ୨୫ ଜଣ ସଦସ୍ୟ ଗୋଟିଏ ପରିବାରର। ରାଜ୍ୟ ସରକାର ଏବେ ସାଙ୍ଗ୍‌ଲିରେ ଭାଇରସ୍‌ ନିୟନ୍ତ୍ରଣ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଡାକ୍ତରୀ ଦଳ ପଠାଇଛନ୍ତି। ମିରଜ୍‌ ସିଭିଲ୍‌ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟସେବାକୁ ସରକାର ହାତକୁ ନେଇଛନ୍ତି। … Continue reading ଗୋଟିଏ ପରିବାରର ୨୫ ଜଣ ଭାଇରସ୍‌ ଆକ୍ରାନ୍ତ:ମହାରାଷ୍ଟ୍ରର ସର୍ବକନିଷ୍ଠ କୋଭିଡ୍‌-୧୯ ରୋଗୀ ୭ ମାସର ଶିଶୁ